ବାଲପ୍ପା-ଧୋତ୍ରେ-ପଥର-କାରିଗରି-କରନ୍ତି

Mumbai city, Maharashtra

Sep 04, 2019

ବାଲପ୍ପା ଧୋତ୍ରେ ପଥର କାରିଗରି କରନ୍ତି

ପୂର୍ବରୁ ବିଏମ୍‌ସିରେ ଜଣେ ଝାଡୁଦାର ଭାବେ କାମ କରୁଥିବା ବାଲପ୍ପା ବର୍ତ୍ତମାନ ସେ ଜଣେ ‘କାରିଗର’ ବୋଲି ନିଜ ପରିଚୟ ଦେବାକୁ ପସନ୍ଦ କରନ୍ତି– ପ୍ରାୟ କିଛି ଦଶନ୍ଧି ହେବ ସେ ନିହଣରେ ପଥର କାଟି ପେଷଣା ତିଆରି କରୁଛନ୍ତି – ଯଦିଓ ତାଙ୍କ ଚଟଣୀ ପେଷଣାର ଚାହିଦା କମ୍‌ ହୋଇଗଲାଣି ।

Author

Aakanksha

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Aakanksha

ଆକାଂକ୍ଷା (କେବଳ ନିଜର ପ୍ରଥମ ନାମ ବ୍ୟବହାର କରିବାକୁ ସେ ପସନ୍ଦ କରନ୍ତି) PARIର ଜଣେ ସମ୍ବାଦଦାତା ଏବଂ ବିଷୟବସ୍ତୁ ସଂପାଦକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।