ବାତ୍ୟା-ଓ-କରୋନା-ସମୟରେ-ଓଭରବ୍ରିଜ-ତଳେ

Kolkata, West Bengal

Jul 22, 2020

ବାତ୍ୟା ଓ କରୋନା ସମୟରେ ଓଭରବ୍ରିଜ ତଳେ

ମହାବାତ୍ୟା ଅମ୍ଫନ ସତ୍ତ୍ୱେ, ଲକଡାଉନ ଓ କୋଭିଡ ଭୟ ମଧ୍ୟରେ କୌଣସି ଆୟ ନଥିଲେ ବି ସବିତା ସର୍ଦ୍ଦାର ପୋଲିସର ଦୃଷ୍ଟିକୁ ଏଡ଼ାଇ ଏବଂ ଦୁର୍ବଳ ଆଶ୍ରୟସ୍ଥଳୀ ଛାଡ଼ି କୋଲକାତାର ଗରିଆହାଟ ଫ୍ଲାଏଓଭର ତଳେ ଥିବା ନିଜ ଘରକୁ ଫେରି ଆସିବାକୁ ଉଚିତ ମଣିଲେ

Want to republish this article? Please write to [email protected] with a cc to [email protected]

Author

Puja Bhattacharjee

ପୂଜା ଭଟ୍ଟାଚାର୍ଯ୍ୟ କୋଲକାତାର ଜଣେ ମୁକ୍ତବୃତ୍ତିର ସାମ୍ବାଦିକା। ସେ ରାଜନୀତି, ଜନ ନୀତି, ସ୍ୱାସ୍ଥ୍ୟ, ବିଜ୍ଞାନ, କଳା ଏବଂ ସଂସ୍କୃତି ପ୍ରସଙ୍ଗରେ ଖବର ସଂଗ୍ରହ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।