ବାଘୁଣୀ-ଟି୧-ସାମ୍ରାଜ୍ୟରେ-ଏକ-ହତ୍ୟାର-ଇତିବୃତ୍ତି

Yavatmal, Maharashtra

Jan 25, 2019

ବାଘୁଣୀ ଟି୧ ସାମ୍ରାଜ୍ୟରେ ଏକ ହତ୍ୟାର ଇତିବୃତ୍ତି

ନଭେମ୍ବର ୨ ତାରିଖରେ ଅତି କମ୍ରେ ୧୩ ଜଣ ଲୋକଙ୍କୁ ହତ୍ୟା କରିଥିବା ନେଇ ବିଶ୍ୱାସ କରାଯାଉଥିବା ବାଘୁଣୀ ଟି୧କୁ ୟବତମାଲ ଜିଲ୍ଲାରେ ଗୁଳି କରି ହତ୍ୟା କରାଗଲା । ଶହ ଶହ ଅଧିକାରୀ ଏବଂ ଅନେକ ରଣନୀତି ନେଇ ଆରମ୍ଭ କରାଯାଇଥିବା ଏହି ବଡ଼ ଧରଣର ଅଭିଯାନର କିଛି ସପ୍ତାହ ପୂର୍ବରୁ କ’ଣ ହୋଇଥିଲା?

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।