ବାଘୁଣୀ-ଟି୧ର-ଆକ୍ରମଣ-ଆଉ-ଆତଙ୍କର-କାହାଣୀ

Yavatmal, Maharashtra

Jan 23, 2019

ବାଘୁଣୀ ଟି୧ର ଆକ୍ରମଣ ଆଉ ଆତଙ୍କର କାହାଣୀ

ନଭେମ୍ବର ୨ ତାରିଖରେ ବାଘୁଣୀକୁ ଗୁଳି କରି ହତ୍ୟା କରାଯିବା ପୂର୍ବରୁ ଟି୧ ଦୁଇ ବର୍ଷମଧ୍ୟରେ ଜବତ୍ମାଲରେ ୧୩ ଜଣଙ୍କୁ ମାରୀଥିଲା। ତା’ର ଶୀକାର କେଉଁମାନେ ଥିଲେ ? ସେ କିପରି ଆକ୍ରମଣ କରିଥିଲା ଏବଂ ଏଠାରେ ଯେତୋଟି ବର୍ଣ୍ଣନା ହୋଇଛି , ‘ସେ ନିଜ ଶୀକାରର ରକ୍ତ ଶୋଷିଥିଲା’ ?

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।