ବାଘପତ-ଚାଷୀ-ମିଥ୍ୟା-କେତେଦିନ-କାମ-କରିପାରିବ

Baghpat, Uttar Pradesh

Mar 30, 2021

ବାଘପତ ଚାଷୀ : ମିଥ୍ୟା କେତେଦିନ କାମ କରିପାରିବ?

ଦିଲ୍ଲୀ ସୀମାନ୍ତରେ ବିଭିନ୍ନ ସ୍ଥାନରେ ଚାଷୀମାନଙ୍କର ବିରୋଧ ପ୍ରଦର୍ଶନ ଜାରି ରହିଛି । ଉତ୍ତର ପ୍ରଦେଶରେ ବିଳମ୍ବିତ ରାତ୍ରିର କଟକଣା ଭିତରେ ଏକ ସ୍ଥାନ ରିକ୍ତ ହୋଇଯାଇଥିଲା - ରାଜଧାନୀରେ ଗଣତନ୍ତ୍ର ଦିବସରେ ହିଂସା ଘଟଣାରେ କିଛି ନେତାମାନଙ୍କୁ 'ସନ୍ଦିଗ୍ଧ' କୁହାଯାଉଥିଲା ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।