ବାଘଙ୍କ-ଦ୍ୱାରା-ବିଧବା-ରାଜ୍ୟ-ସରକାରଙ୍କ-ଦ୍ୱାରା-ଅବହେଳିତା

South 24 Parganas, West Bengal

Oct 25, 2018

ବାଘଙ୍କ ଦ୍ୱାରା ବିଧବା, ରାଜ୍ୟ ସରକାରଙ୍କ ଦ୍ୱାରା ଅବହେଳିତା

ଆକଳନରୁ ଜଣାଯାଏ ପ୍ରତିବର୍ଷ ସୁନ୍ଦରବନରେ ବାଘଙ୍କ ଦ୍ୱାରା ପ୍ରାୟ ୧୦୦ ଜଣ ଲୋକଙ୍କର ପ୍ରାଣହାନି ଘଟିଥାଏ । କିନ୍ତୁ ପ୍ରଶାସନ ପକ୍ଷରୁ ସେମାନଙ୍କର ବିଧବାମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମନା କରାଯାଇଥାଏ । ଯାହାଫଳରେ ସେମାନେ ଦୁଃଖ ଓ ଅଭାବ ମଧ୍ୟରେ ଜୀଇଁବାକୁ ବାଧ୍ୟ ହୋଇଥାନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।