ବସ୍ତରର-ବାଉଁଶ-ନଳି-ବନ୍ଧୁକ

Bastar, Chhattisgarh

Nov 29, 2022

ବସ୍ତରର ବାଉଁଶ-ନଳି ବନ୍ଧୁକ

ଛତିଶଗଡ଼ର ବାର୍ଷିକ ଗୋଞ୍ଚା ପର୍ବରେ, ସ୍ଥାନୀୟ ଆଦିବାସୀ ସମୁଦାୟଙ୍କର ଏକ ଅଭିନବ ତୋପ ସଲାମୀ ପରମ୍ପରା ରହିଛି

Want to republish this article? Please write to [email protected] with a cc to [email protected]

Author

Thamir Kashyap

ଥମିର କଶ୍ୟପ ଛତିଶଗଡ଼ରେ ରହୁଥିବା ଜଣେ ରିପୋର୍ଟର, ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫର ଓ ଚଳଚ୍ଚିତ୍ର ନିର୍ମାତା। ସେ ରାଜ ମୁରିଆ ଆଦିବାସୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଦିଲ୍ଲୀର ଭାରତୀୟ ଜନସଞ୍ଚାର ସଂସ୍ଥାନରୁ ସେ ରେଡିଓ ଓ ଟିଭି ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଶିକ୍ଷାଲାଭ କରିଛନ୍ତି ।

Photographs

Vijaya Laxmi Thakur

ବିଜୟ ଲକ୍ଷ୍ମୀ ଠାକୁର ଛତିଶଗଡ଼ରେ ଅବସ୍ଥାପିତ ଜଣେ ଫଟୋଗ୍ରାଫର

Editor

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।