ପୋଲାଭରମ-ବିରୋଧରେ-ଆଶାର-ପଦଯାତ୍ରା

West Godavari, Andhra Pradesh

Aug 22, 2018

ପୋଲାଭରମ ବିରୋଧରେ ଆଶାର ପଦଯାତ୍ରା

ପୋଲାଭର ପ୍ରକଳ୍ପକୁ ବିରୋଧ କରି ଏକ ସଂକଳ୍ପବଦ୍ଧ ଆଦିବାସୀ ଗୋଷ୍ଠୀ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚିରାଭାଲିରୁ ଏଲୁରୁ ଯାଏଁ ଜୁଲାଇ ୧୦ରୁ ୧୬ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ପ୍ରକଳ୍ପ ତାଙ୍କୁ କେବଳ ବାସଚ୍ୟୁତ କରିବନି, ତାଙ୍କ ସଂପ୍ରଦାୟକୁ ଧ୍ୱଂସ କରିଦେବ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।