ପାନ୍‌ଭେଲ୍‌-ଠାରୁ-ଏମ୍‌ପି-ଚାରି-ଦିନ-ଓ-ଚାରି-ରାତି-ସ୍କୁଟରରେ

Reva, Madhya Pradesh

Jul 09, 2020

ପାନ୍‌ଭେଲ୍‌ ଠାରୁ ଏମ୍‌ପି: ଚାରି ଦିନ ଓ ଚାରି ରାତି ସ୍କୁଟରରେ

ବିମଳେଶ ଜୟସ୍ୱାଲ, ଯିଏ କିଛି ବର୍ଷ ତଳେ ହୋଇଥିବା ଏକ ଦୂର୍ଘଟଣାରେ ନିଜର ଏକ ଗୋଡ ହରାଇଥିଲେ, ସେ ତାଲାବନ୍ଦ ସମୟରେ ମହାରାଷ୍ଟ୍ରର ପାନ୍‌ଭେଲ୍‌ ଠାରୁ ଏମ୍‌ପିର ରେୱା ପର୍ଯ୍ୟନ୍ତ, ଏକ ଗିଅର୍‌ଲେସ୍‌ ସ୍କୁଟର୍‌ରେ ତାଙ୍କ ସ୍ତ୍ରୀ ଓ ତିନି ବର୍ଷର ଝିଅ ସହିତ ଦୀର୍ଘ ୧,୨୦୦ କିଲୋମିଟର ଯାତ୍ରା କରିଛନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।