ପରଭକ୍ଷି-ପଶୁ-ଓ-ପଶୁଚାରଣକାରୀ-ସାଙ୍ଗଡଙ୍ଗ-ଠାରୁ-ସ୍ତୁପା-ପର୍ଯ୍ୟନ୍ତ

Ladakh, Jammu and Kashmir

Feb 09, 2021

ପରଭକ୍ଷି ପଶୁ ଓ ପଶୁଚାରଣକାରୀ: ସାଙ୍ଗଡଙ୍ଗ ଠାରୁ ସ୍ତୁପା ପର୍ଯ୍ୟନ୍ତ

ପ୍ରଦର୍ଶିତ ହୋଇଥିବା ଏହି ବୃତ୍ତଚିତ୍ରରେ ଲଦାଖର ପଶୁଚାରଣକାରୀ ସମ୍ପ୍ରଦାୟର ସ୍ୱରସବୁ ରେକର୍ଡ କରାଯାଇଛି । ଅତ୍ୟନ୍ତ ଅପ୍ରୀତିକର ପରିସ୍ଥିତିରେ ଏଠାର ପଶୁଚାରକମାନେ କିଭଳି ସେମାନଙ୍କର ଗୋସମ୍ପଦଗୁଡିକୁ ଗଧିଆ ଦାଉରୁ ରକ୍ଷା କରିଥାନ୍ତି ଓ କ୍ରମଶଃ ଏହି ପାରମ୍ପରିକ ପଦ୍ଧତି କିଭଳି ବଦଳିବାରେ ଲାଗିଛି, ସେ ବିଷୟରେ କୁହାଯାଇଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Abhijit Dutta

ଅଭିଜିତ ଦତ୍ତା ନେଚର କଞ୍ଜର୍‌ଭେସନ୍‌ ଫାଉଣ୍ଡେସନ୍ (ଏନସିଏଫ୍‌) ମଇସୁରୁ, ସହିତ ଉଚ୍ଚ ପତନରେ କାମ କରନ୍ତି । ସେ ସ୍ଥାନୀୟ ପିଲାଙ୍କ ପାଇଁ ବହିଃ ଶିକ୍ଷା କାର୍ଯ୍ୟକ୍ରମରେ କାମ କରୁଛନ୍ତି ଓ ସ୍ଥାନୀୟ ସମ୍ପ୍ରଦାୟଗୁଡିକ ସହିତ ମିଶି ସ୍ଥାନୀୟ ଅଞ୍ଚଳରେ ପ୍ରଜୁଯ୍ୟ ସଂରକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।