ନୀଳଗିରି-ପର୍ବତରେ-ଚକରେ-ବସିଥିବା-ମହିଳା

The Nilgiris district, Tamil Nadu

Mar 01, 2019

ନୀଳଗିରି ପର୍ବତରେ ଚକରେ ବସିଥିବା ମହିଳା

ତାମିଲନାଡ଼ୁ ନୀଳଗିରିରେ ରହୁଥିବା ଅନ୍ୟମାନଙ୍କ ମଧ୍ୟରେ କୋଟା ମହିଳାମାନେ କେବଳ ମାଟି ପାତ୍ର ତିଆରି କରନ୍ତି। ଏହି ହସ୍ତ କାରିଗରିର ଆଧ୍ୟାତ୍ମିକ ଦିଗ ସହ ସଂଯୋଗ ପାଇଁ ଏହା ବଞ୍ଚି ରହିଛି। ଏହି ପାରଂପରିକ ଜିନିଷର ବ୍ୟବସାୟକରଣ ଏବଂ ଆଧୁନିକୀକରଣ ପାଇଁ ପଦକ୍ଷେପ ନେବା ପ୍ରସଙ୍ଗ ତର୍କ ସାପେକ୍ଷ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।