ନିଶ୍ଚିହ୍ନ-ହୋଇଯାଉଥିବା-ଭାରତୀୟ-ଦଉଡ଼ି-କଳା

Belgaum, Karnataka

Dec 12, 2018

ନିଶ୍ଚିହ୍ନ ହୋଇଯାଉଥିବା ଭାରତୀୟ ଦଉଡ଼ି କଳା

ଏକଦା ଦଉଡ଼ି ତିଆରି କରୁଥିବା ଲୋକେ ଗ୍ରାମୀଣ ମହାରାଷ୍ଟ୍ରରେ ଏକ ବର୍ଦ୍ଧିଷ୍ଣୁ ବେପାରର ଅଂଶବିଶେଷ ଥିଲେ। ବର୍ତ୍ତମାନ ଚାଷୀମାନେ କ୍ୱଚିତ୍ ଦଉଡ଼ି କିଣୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ନାଇଲନ୍ ଦଉଡ଼ି ବ୍ୟବହାର କରୁଛନ୍ତି । ଭୋର ପରିବାର ହେଉଛନ୍ତି ବୋରାଗାଓଁ ଗାଁରେ ରହୁଥିବା ଶେଷ ପରିବାର ଯେଉଁମାନେ କି ଏବେ ବି ହାତରେ ଦଉଡ଼ି ତିଆରି କରୁଛନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।