ନିର୍ଯାତନା-ସତ୍ତ୍ଵେ-ବି-ସେ-ନାଚୁଛନ୍ତି

Pune, Maharashtra

Oct 09, 2018

ନିର୍ଯାତନା, ସତ୍ତ୍ଵେ, ବି ସେ ନାଚୁଛନ୍ତି

ମହାରାଷ୍ଟ୍ରର ଗ୍ରାମୀଣ ଇଲାକାରେ କାର୍ଯ୍ୟକ୍ରମ କରୁଥିବା ମଙ୍ଗଳା ବାଂଶୋଡ଼େ ତମାଶା ଟ୍ରୁପ୍ରେ କାମ କରିବା ମହିଳା ନୃତ୍ୟଙ୍ଗନାଙ୍କ ପାଇଁ ସ୍ଥିର ଆୟ ଦିଏ, କିନ୍ତୁ ଏହା ମଧ୍ୟ ନିଜ ସହ ଯୌନ ଉତ୍ପୀଡ଼ନ, ଥକାଇ ଦେବା ଭଳି କର୍ମ ନିର୍ଘଣ୍ଟ, କୌଣସି ଗୋପନୀୟତା ନ ରହିବା, ଏବଂ ରାସ୍ତାରେ ହିଁ ପ୍ରସବ ଭଳି ସମସ୍ୟା ଆଣେ।

Want to republish this article? Please write to [email protected] with a cc to [email protected]

Author

Vinaya Kurtkoti

ବିନୟା କୁର୍ତ୍ତକୋଟି ପୁନେର ଜଣେ କପି ଏଡିଟର ଏବଂ ମୁକ୍ତବୃତ୍ତି ସାମ୍ବାଦିକ। ସେ କଳା ଓ ସଂସ୍କୃତି ସଂପର୍କରେ ଲେଖିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।