ଦିଲ୍ଲୀ-ଦ୍ୱାରରେ-କୃଷକମାନଙ୍କର-ବେଲା-ସିଆଓ

Sonipat, Haryana

Jan 31, 2021

ଦିଲ୍ଲୀ ଦ୍ୱାରରେ କୃଷକମାନଙ୍କର “ବେଲା ସିଆଓ”

ଗତ ମାସରୁ ଦିଲ୍ଲୀ ଗେଟ୍‌ରେ କୃଷକ ଓ ସେମାନଙ୍କର ସମର୍ଥକମାନଙ୍କର ଆନ୍ଦୋଳନ ଅନେକ ଆକର୍ଷକ କବିତା ଓ ଗୀତକୁ ଜନ୍ମ ଦେଇଛି। କିନ୍ତୁ ଏହି ଗୀତ ନିଶ୍ଚିତ ଭାବେ ବିଗତ ଅନେକ ବର୍ଷର ସର୍ବଶ୍ରେଷ୍ଠ ବିପ୍ଳବୀ ଗୀତ ମଧ୍ୟରୁ ଅନ୍ୟତମ।

Want to republish this article? Please write to [email protected] with a cc to [email protected]

Author

Karwan e Mohabbat Media Team

Author

Poojan Sahil

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।