ଦରକୱାଡ଼ିର-ଫସଲ-ଉପରେ-ଗେଣ୍ଡା-ଆକ୍ରମଣ

Pune, Maharashtra

May 28, 2023

ଦରକୱାଡ଼ିର ଫସଲ ଉପରେ ଗେଣ୍ଡା ଆକ୍ରମଣ

ପ୍ରତି ବର୍ଷ ସେମାନଙ୍କ କ୍ଷେତରେ ପଶି ଶସ୍ୟ ଫସଲ ଓ ଫଳଚାଷକୁ ଖାଇ ନଷ୍ଟ କରି ଦେଉଥିବା ବିଶାଳକାୟ ଆଫ୍ରିକୀୟ ଗେଣ୍ଡାଙ୍କ ସହ ମୁକାବିଲା କରିଆସୁଛନ୍ତି ମହାରାଷ୍ଟ୍ର ପୁଣେ ଜିଲ୍ଲାର ଚାସକମାନ ନଦୀବନ୍ଧ ନିକଟରେ ରହୁଥିବା ଚାଷୀମାନେ

Student Reporter

Devanshi Parekh

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Devanshi Parekh

ଦେବାଂଶୀ ପାରେଖ ନିକଟରେ FLAME ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି ଏବଂ ୨୦୨୨ ଡିସେମ୍ବରରୁ ୨୦୨୩ ଫେବ୍ରୁଆରୀ ଯାଏ PARIରେ ଇଣ୍ଟର୍ନସିପ୍ କରିଛନ୍ତି।

Editor

Sanviti Iyer

ସନ୍ୱିତୀ ଆୟାର ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆରେ ଜଣେ ବିଷୟବସ୍ତୁ ସଂଯୋଜିକା ଭାବେ କାର୍ଯ୍ୟ କରୁଛନ୍ତି। ଗ୍ରାମୀଣ ଭାରତର ପ୍ରସଙ୍ଗ ଉପରେ ଦସ୍ତାବିଜ ସଂଗ୍ରହ କରିବା ଏବଂ ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟତା ଲାଗି ସେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ କାମ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।