ତୃତୀୟ-ଲହର-ଆସିବାର-ଆଶଙ୍କା-ଡରାଉଛି

Osmanabad, Maharashtra

Nov 11, 2021

'ତୃତୀୟ ଲହର ଆସିବାର ଆଶଙ୍କା ଡରାଉଛି'

ମହାରାଷ୍ଟ୍ରର ଓସମାନାବାଦ ସହରରେ ଥିବା ଏକ ଶ୍ମଶାନରେ କାର୍ଯ୍ୟରତ ମସାନଯୋଗୀ ସଂପ୍ରଦାୟର ରାମା ଗାଣ୍ଡେୱାଡ ଏବଂ ତାଙ୍କର ପରିବାର କୋଭିଡ-୧୯ର ଦୁଇଟି ଯାକ ଲହରର ପ୍ରକୋପରୁ ବର୍ତ୍ତି ଯାଇଥିଲେ। ସେମାନେ ଆଉଥରେ ଏହିଭଳି ପରିସ୍ଥିତି ଦେଇ ଗତି କରିବା ଆଶଙ୍କାରେ ଆତଙ୍କିତ ହୋଇ ରହିଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।