ତୁମକୁର-ନିର୍ବାଚନ-ପରେ-ସ୍ୱଚ୍ଛ-କାର୍ଯ୍ୟର-ଆଶା

Tumkur, Karnataka

May 23, 2019

ତୁମକୁର ନିର୍ବାଚନ ପରେ ସ୍ୱଚ୍ଛ କାର୍ଯ୍ୟର ଆଶା

କର୍ଣ୍ଣାଟକରେ ହାତରେ ମଇଳା ଉଠାଉଥିବା ମେହେନ୍ତରଙ୍କ ସଂଖ୍ୟା ତୁମକୁର ଜିଲ୍ଲାରେ ସର୍ବାଧିକ । ସେମାନଙ୍କ ମଧ୍ୟରୁ ଅନେକ କହନ୍ତି ଯେ, ସେମାନେ ରାଜନୈତିକ ନେତାଙ୍କ ଉପରେ ସେତେ ବେଶୀ ଭରସା କରନ୍ତି ନାହିଁ, କିନ୍ତୁ ସ୍ଥିତି ସୁଧୁରିବ ବୋଲି ଆଶା ରଖି ସେମାନେ ଏପ୍ରିଲ୍‌୧୮ରେ ଭୋଟ୍‌ ଦେବେ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Vishaka George

ବିଶାଖା ଜର୍ଜ ପରୀର ବରିଷ୍ଠ ସଂପାଦକ ଭାବରେ କାର୍ଯ୍ୟ କରିଛନ୍ତି । ସେ ଜୀବିକା ଏବଂ ପରିବେଶ ପ୍ରସଙ୍ଗରେ ରିପୋର୍ଟ କରନ୍ତି । ବିଶାଖା ପରୀର ସୋସିଆଲ ମିଡିଆ (୨୦୧୭-୨୦୨୫) ର କାର୍ଯ୍ୟକ୍ରମ ମୁଖ୍ୟ ଥିଲେ ଏବଂ ପରୀର ବିଭିନ୍ନ ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ସହିତ ଛାତ୍ରଛାତ୍ରୀଙ୍କୁ ଘେରି ରହିଥିବା ବିଭିନ୍ନ ସମସ୍ୟାକୁ ନଥିଭୁକ୍ତ କରିବା ଦିଗରେ ସେ ଶିକ୍ଷା ଟିମ୍‌ରେ କାର୍ଯ୍ୟ କରିଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।