ଡାଲ୍‌-ହ୍ରଦ-ମୋହଲ୍ଲା-ପାଇଁ-ଚିକିତ୍ସା-ସହାୟତା-ବୁଡ଼ିବାରେ-ଲାଗିଛି

Srinagar, Jammu and Kashmir

Jul 12, 2021

ଡାଲ୍‌ ହ୍ରଦ ମୋହଲ୍ଲା ପାଇଁ ଚିକିତ୍ସା ସହାୟତା ବୁଡ଼ିବାରେ ଲାଗିଛି

ଶ୍ରୀନଗରର ଡାଲ୍ ହ୍ରଦରେ ଥିବା ଦ୍ୱୀପଗୁଡ଼ିକରେ ବାସ କରୁଥିବା ପରିବାରଗୁଡ଼ିକ ପାଇଁ ସ୍ଥାନୀୟ ଔଷଧ ଦୋକାନୀଙ୍କ ଉପରେ ବିଶ୍ୱାସ କରିବା ଜରୁରୀ ଯେଉଁମାନେ କି ସେମାନଙ୍କ ପାଇଁ ଡାକ୍ତର ପରି କାମ କରନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କୃଷକ, ଶ୍ରମିକ ଏବଂ ପର୍ଯ୍ୟଟନ ବ୍ୟବସାୟକୁ ଜୀବିକା କରିଥିବା ପରିବାରଗୁଡ଼ିକ । ସେଠାରେ ଥିବା ଏକମାତ୍ର ପିଏଚ୍‌ସିଟି ସାଧାରଣତଃ ବନ୍ଦ ରହିଥାଏ

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Adil Rashid

ଆଦିଲ ରସିଦ୍ ହେଉଛନ୍ତି କାଶ୍ମୀରର ଶ୍ରୀନଗରରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ । ସେ ପୂର୍ବରୁ ଦିଲ୍ଲୀରେ ‘ଆଉଟ୍‌ଲୁକ୍‌’ ପତ୍ରିକା ସହ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।