ଡାଲ୍‌ରେ-ସଙ୍କଟରେ-ପନିପରିବା-ବ୍ୟବସାୟ

Srinagar, Jammu and Kashmir

Apr 12, 2022

ଡାଲ୍‌ରେ ସଙ୍କଟରେ ପନିପରିବା ବ୍ୟବସାୟ

କାଶ୍ମୀରର ଡାଲ୍‌ରେ ଥିବା ଭାସମାନ ବଗିଚାଗୁଡ଼ିକ ହ୍ରଦରେ ଥିବା ବଜାରକୁ ଟନ୍‌ ଟନ୍‌ ପନିପରିବା ଯୋଗାଇ ଥା’ନ୍ତି, ହେଲେ, ପ୍ରଶାସନ ଲୋକମାନଙ୍କୁ ଏହି ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଥିବାରୁ, ଚାଷୀ ଆଉ ବ୍ୟବସାୟୀମାନେ ସେମାନଙ୍କ ଜୀବିକାକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Muzamil Bhat

ମୁଜାମିଲ୍ ଭଟ ହେଉଛନ୍ତି ଶ୍ରୀନଗରରେ ବାସ କରୁଥିବା ଜଣେ ମୁକ୍ତବୃତ୍ତ ଫଟୋ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଏବଂ ସେ 2022 ର ପରୀ ଫେଲୋ ଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।