ଖେରି-ସ୍ୱାସ୍ଥ୍ୟ-ପାଇଁ-ସୀମା-ଅତିକ୍ରମ

Kheri, Uttar Pradesh

Feb 24, 2022

ଖେରି: ସ୍ୱାସ୍ଥ୍ୟ ପାଇଁ ସୀମା ଅତିକ୍ରମ

ଭାରତ ଓ ନେପାଳର ମୁକ୍ତ ସୀମା ନୀତି ସେମାନଙ୍କ ନାଗରିକମାନଙ୍କୁ ଦୁଇ ଦେଶ ମଧ୍ୟରେ ମୁକ୍ତ ଭାବରେ ଚଳପ୍ରଚଳ ହେବାକୁ ଦେଉଛି। ଏହା ଉତ୍ତରପ୍ରଦେଶର ଖେରି ଜିଲ୍ଲାରେ ଲୋକମାନେ ସୀମା ପାର ଦେଇ ଶସ୍ତା ଓ ଉନ୍ନତ ଚିକିତ୍ସା ଲାଭ କରିବାରେ ସହାୟକ ହେଉଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।