କେରଳରେ-ଫେରିଲା-ଧାନ

Kottayam, Kerala

Jul 25, 2018

କେରଳରେ ଫେରିଲା ଧାନ

କେରଳରେ ଧାନଚାଷ ବିଭିନ୍ନ କାରଣ ଯୋଗୁ କମିଯାଇଛି, ସେଥିମଧ୍ୟରୁ ଗୋଟିଏ କାରଣ ହେଲା ଅର୍ଥକାରୀ ଫସଲର ଅଭିବୃଦ୍ଧି। କିନ୍ତୁ ସ୍ଥାନୀୟ ସରକାର ଏବଂ ସଂପ୍ରଦାୟମାନେ ସାମୁହିକ ଭାବେ ଏହି ଚାଷର ପୁନରୁତ୍ଥାନ ପାଇଁ ଉଦ୍ୟମ କରୁଛନ୍ତି। ସେମାନେ ଦଶନ୍ଧି ଧରି ପଡ଼ିଆ ପଡ଼ିଥିବା ଜମିରେ ପୁଣି ଧାନ ଚାଷ ପାଇଁ ଉଦ୍ୟମ କରୁଛନ୍ତି।

Want to republish this article? Please write to [email protected] with a cc to [email protected]

Author

Noel Benno

ନୋଏଲ ବେନ୍ନୋ ଆମେରିକୀୟ ଭାରତୀୟ ଫାଉଣ୍ଡେସନର ଜଣେ ପୂର୍ବତନ ୱିଲିୟମ ଜେ.କ୍ଲିଣ୍ଟନ୍ ବ୍ୟକ୍ତିତ୍ୱ। ଏବେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍ ପଲିସି ବିଭାଗର ଜଣେ ଛାତ୍ର।

Author

Vishaka George

ବିଶାଖା ଜର୍ଜ ପରୀର ବରିଷ୍ଠ ସଂପାଦକ ଭାବରେ କାର୍ଯ୍ୟ କରିଛନ୍ତି । ସେ ଜୀବିକା ଏବଂ ପରିବେଶ ପ୍ରସଙ୍ଗରେ ରିପୋର୍ଟ କରନ୍ତି । ବିଶାଖା ପରୀର ସୋସିଆଲ ମିଡିଆ (୨୦୧୭-୨୦୨୫) ର କାର୍ଯ୍ୟକ୍ରମ ମୁଖ୍ୟ ଥିଲେ ଏବଂ ପରୀର ବିଭିନ୍ନ ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ସହିତ ଛାତ୍ରଛାତ୍ରୀଙ୍କୁ ଘେରି ରହିଥିବା ବିଭିନ୍ନ ସମସ୍ୟାକୁ ନଥିଭୁକ୍ତ କରିବା ଦିଗରେ ସେ ଶିକ୍ଷା ଟିମ୍‌ରେ କାର୍ଯ୍ୟ କରିଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।