କୃଷି-ଶ୍ରମିକଙ୍କ-ପଦଯାତ୍ରା

Mumbai, Maharashtra

May 29, 2018

କୃଷି ଶ୍ରମିକଙ୍କ ପଦଯାତ୍ରା

ସେମାନେ ସବୁଠୁ କଠିନ ପରିଶ୍ରମ କରୁଥିବା ସବୁଠୁ ଗରିବ ଚାଷୀ- ଆଦିବାସୀ ମହିଳା। ଏମାନେ ବହୁ ସଂଖ୍ୟାରେ ମାର୍ଚ୍ଚ ୬ରୁ୧୨ ପର୍ଯ୍ୟନ୍ତ ନାସିକରୁ ମୁମ୍ବାଇ ପଦଯାତ୍ରା କରିଥିଲେ।

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Author

Shrirang Swarge

ଶ୍ରୀରଙ୍ଗ ସ୍ୱର୍ଗେ ମୁମ୍ବାଇର ଜଣେ ମୁକ୍ତବୃତ୍ତ ଫଟୋଗ୍ରାଫର ଓ ସେ ମଧ୍ୟ ସୋସିଆଲ ମିଡିଆ କ୍ଷେତ୍ରରେ କାର୍ଯ୍ୟରତ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।