କୂଳ-ଦେବତାମାନଙ୍କ-ଶିଖର-ସମ୍ମିଳନୀ

Uttar Bastar Kanker, Chhattisgarh

Oct 29, 2018

କୂଳ ଦେବତାମାନଙ୍କ ଶିଖର ସମ୍ମିଳନୀ

ପ୍ରତି ଚାରିବର୍ଷରେ ଥରେ ଗୋଣ୍ଡ ଆଦିବାସୀମାନେ ସେମାନଙ୍କ ପୂର୍ବଜମାନଙ୍କୁ ଭୋଗ ନିବେଦନ କରିବା ପାଇଁ , ସେମାନଙ୍କ ଆଶୀର୍ବାଦ ନେବାପାଇଁ ଏବଂ ମୃତକମାନେ ମିଳାମିଶା କରିବା ପାଇଁ ପରିବେଶ ସୃଷ୍ଟି କରିବା ପାଇଁ ସେମାନଙ୍କ କୂଳଦେବତାଙ୍କୁ ଛତିଶଗଡ଼ର ସେମାରଗାଓଁ ରେ ଅନୁଷ୍ଠିତ ଏକ ଉତ୍ସବକୁ ଆଣନ୍ତି।

Want to republish this article? Please write to [email protected] with a cc to [email protected]

Author

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।