କଶ୍ମୀରରେ-ଫସଲ-କାଟିବା-ପାଇଁ-ପ୍ରବାସୀ-ଶ୍ରମିକଙ୍କ-ଅଭାବ

Ganderbal, Jammu and Kashmir

Dec 16, 2020

କଶ୍ମୀରରେ ଫସଲ କାଟିବା ପାଇଁ ପ୍ରବାସୀ ଶ୍ରମିକଙ୍କ ଅଭାବ

କେନ୍ଦ୍ରୀୟ କଶ୍ମୀରରେ ଚଳିତ ବର୍ଷ ଧାନ ଅମଳ ଋତୁ ଅତ୍ୟନ୍ତ କଷ୍ଟକର ପ୍ରମାଣିତ ହୋଇଛି । ଦକ୍ଷ ପ୍ରବାସୀ ଶ୍ରମିକ ଯେଉଁମାନେ ସ୍ଥାନୀୟ ଶ୍ରମିକଙ୍କ ତୁଳନାରେ ଯଥେଷ୍ଟ କମ୍‌ ପ୍ରାପ୍ୟ ଦାବି କରିଥାନ୍ତି, ସେମାନେ ତାଲାବନ୍ଦ କାରଣରୁ ଏହି ସ୍ଥାନ ଛାଡି ଚାଲି ଯାଇଛନ୍ତି ଓ ଏହି କାରଣରୁ ଚାଷୀମାନେ ସେମାନଙ୍କ ଫସଲକୁ ସେହିପରି ଛାଡିଦେବାକୁ ଚିନ୍ତା କରୁଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Muzamil Bhat

ମୁଜାମିଲ୍ ଭଟ ହେଉଛନ୍ତି ଶ୍ରୀନଗରରେ ବାସ କରୁଥିବା ଜଣେ ମୁକ୍ତବୃତ୍ତ ଫଟୋ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଏବଂ ସେ 2022 ର ପରୀ ଫେଲୋ ଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।