କଳା---ସଂଘର୍ଷ-ଓ-ଜୀବିକାର-ଦୋଛକିରେ-ଆନ୍ଧ୍ରର-କଣ୍ଢେଇନଚାଳୀ

Prakasam, Andhra Pradesh

Jun 15, 2018

କଳା - ସଂଘର୍ଷ ଓ ଜୀବିକାର ଦୋଛକିରେ ଆନ୍ଧ୍ରର କଣ୍ଢେଇନଚାଳୀ

ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଳାର କଣ୍ଢେଇନଚାଳୀମାନେ ସେମାନଙ୍କର କଳାକୁ ବଞ୍ଚାଇ ରଖିବାକୁ ସଂଘର୍ଷ କରୁଛନ୍ତି। ବିନା ସରକାରୀ ସହାୟତା ଏବଂ ଟିଭି ମନୋରଞ୍ଜନର ମାଧ୍ୟମ ପାଲଟିଯିବା ସତ୍ତେ୍ୱ ଏମାନେ କଣ୍ଢେଇନାଚର ଗୌରବମୟ ପରମ୍ପରା ଓ ଇତିହାସକୁ ବଞ୍ଚାଇ ରଖିବାକୁ ଉଦ୍ୟମରତ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।