କଚ୍ଛ-ଭକ୍ତି-ଓ-ଭ୍ରାତୃତ୍ଵର-ମିନାର

Kachchh, Gujarat

May 25, 2023

କଚ୍ଛ: ଭକ୍ତି ଓ ଭ୍ରାତୃତ୍ଵର ମିନାର

ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଗୋଟିଏ ଅଞ୍ଚଳର ଲୋକଗୀତ ମାଧ୍ୟମରେ ସଙ୍ଗୀତ, ସ୍ଥାପତ୍ୟ ଓ ସଂସ୍କୃତିର ଏକ ସୁସଂହତ ପରମ୍ପରା ସଂରକ୍ଷଣ କରାଯାଇଛି। ଏହି ଭକ୍ତି ଗୀତଟି ମରୁଭୂମିର ସ୍ଵତନ୍ତ୍ରତାକୁ ଅନୁରଣିତ କରେ

Want to republish this article? Please write to [email protected] with a cc to [email protected]

Author

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Illustration

Rahul Ramanathan

ରାହୁଲ ରାମନାଥନ କର୍ଣ୍ଣାଟକ ବାଙ୍ଗାଲୋରର ଜଣେ ୧୭ ବର୍ଷ ବୟସ୍କ ଛାତ୍ର। ସେ ଚିତ୍ର ଆଙ୍କିବା, ରଙ୍ଗ କରିବା ଓ ଚେସ ଖେଳିବାକୁ ଭଲ ପାଆନ୍ତି।

Translator

Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।