ଓସମାନାବାଦରେ-ଆଖୁ-ଚାଷୀଙ୍କ-ଦୁଃଖ

Osmanabad, Maharashtra

Aug 19, 2019

ଓସମାନାବାଦରେ ଆଖୁ ଚାଷୀଙ୍କ ଦୁଃଖ

ଆଖୁ ଭଳି ଲାଭକରୀ ଫସଲରେ ପ୍ରବଳ କ୍ଷତି, ବ୍ୟାଙ୍କିଂ ବ୍ୟବସ୍ଥାରେ ପାତରଅନ୍ତର, ଉଚ୍ଚ ସୁଧହାର ଓ ଅନିଶ୍ଚିତ ପାଣିପାଗ । ଏସବୁ ମିଶି ମରାଠୱାଡ଼ାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏସବୁ ମିଶି ଜୁନ୍ ମାସରେ ଖମାସୱାଡ଼ିର ଚାଷୀ ସନ୍ଦୀପ ଶେଲକେଙ୍କୁ ଝୁଲାଇ ଦେଇଛି ଫାଶୀର ଫନ୍ଦାରେ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।