ଏକ-ରାଷ୍ଟ୍ର-ଏକ-ରାସନ-କାର୍ଡ

Darbhanga, Bihar

Dec 21, 2020

ଏକ ରାଷ୍ଟ୍ର, ଏକ ରାସନ କାର୍ଡ

ରୁଖସାନା ଖାତୁନ, ଦିଲ୍ଲୀର ଜଣେ ଘରୋଇ କର୍ମଜୀବୀ, ବହୁବର୍ଷ ଧରି ବିହାରରେ ଥିବା ନିଜ ସ୍ୱାମୀଙ୍କ ଗ୍ରାମରେ ରାସନ କାର୍ଡ ଟିଏ ପାଇବା ଲାଗି ଚେଷ୍ଟା କରିଆସୁଥିଲେ-ଏବଂ ବର୍ତ୍ତମାନ ଲକଡାଉନ କାରଣରୁ ପରିବାରର ଆର୍ଥିକ ସ୍ଥିତି ଖରାପ ହୋଇଯିବା ଫଳରେ ତାଙ୍କ ପରିବାର ଆହୁରି ବିବ୍ରତ ହୋଇପଡ଼ିଛି

Want to republish this article? Please write to [email protected] with a cc to [email protected]

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।