ଉତ୍ତର-ପ୍ରଦେଶର-ମହିଳାଙ୍କୁ-ଲକ୍‌ଡାଉନ୍‌-ଦେଇଛି-ଶକ୍ତ-ଆଘାତ-ବାସ୍ତବ-ଅର୍ଥରେ

Mahoba, Uttar Pradesh

Aug 04, 2020

ଉତ୍ତର ପ୍ରଦେଶର ମହିଳାଙ୍କୁ ଲକ୍‌ଡାଉନ୍‌ ଦେଇଛି ଶକ୍ତ ଆଘାତ-ବାସ୍ତବ ଅର୍ଥରେ

ଲକ୍‌ଡାଉନ୍‌ ସମୟରେ ଏମିତି ଏକ ଦେଶରେ ଘରୋଇ ହିଂସା ବୃଦ୍ଧି ପାଇଛି, ଯେଉଁଠି ଏହା ପୂର୍ବରୁ ହିଁ ସଦା ପରିଦୃଷ୍ଟ ହୋଇଆସିଛି । ଉତ୍ତର ପ୍ରଦେଶର ମାହୋବା, ଲକ୍ଷ୍ନୌ ଏବଂ ଚିତ୍ରକୂଟ ଜିଲ୍ଲାରେ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଦୁର୍ଦ୍ଦଶାର କାହାଣୀ ଶୁଣିଛି PARI

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jigyasa Mishra

ଜିଜ୍ଞାସା ମିଶ୍ର, ଉତ୍ତର ପ୍ରଦେଶ ଚିତ୍ରକୂଟର ଜଣେ ସ୍ଵାଧୀନ ସାମ୍ବାଦିକ । ସେ ମୁଖ୍ୟତଃ ଗ୍ରାମାଞ୍ଚଳ ପ୍ରସଙ୍ଗରେ, ଭାରତର ବିଭିନ୍ନ ଭାଗରେ ପ୍ରଚଳିତ କଳା ଓ ସଂସ୍କୃତି ଉପରେ ରିପୋର୍ଟ ଦିଅନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।