ଉତ୍ତରପ୍ରଦେଶରେ-କୋଭିଡ-୧୯ରୁ-ବର୍ତ୍ତିଥିବା-ଲୋକମାନେ-କିନ୍ତୁ-ଭେଦଭାବରୁ-ବର୍ତ୍ତିନାହାନ୍ତି

Kushinagar, Uttar Pradesh

Sep 22, 2020

ଉତ୍ତରପ୍ରଦେଶରେ କୋଭିଡ-୧୯ରୁ ବର୍ତ୍ତିଥିବା ଲୋକମାନେ କିନ୍ତୁ ଭେଦଭାବରୁ ବର୍ତ୍ତିନାହାନ୍ତି

ଉତ୍ତରପ୍ରଦେଶରେ ଫେରନ୍ତା ପ୍ରବାସୀମାନଙ୍କ ସମେତ କୋଭିଡ-୧୯ରୁ ସୁସ୍ଥ ବ୍ୟକ୍ତିମାନେ ଦାମୀ ଚିକିତ୍ସା, ଅପରିଷ୍କାର ସଙ୍ଗରୋଧ କେନ୍ଦ୍ର, ସାମାଜିକ କଳଙ୍କ ଏପରିକି ଧାର୍ମିକ ଭେଦଭାବ ସହ ସଂଘର୍ଷ କରୁଛନ୍ତି । ଅନେକେ ସେମାନଙ୍କର ଜୀବିକା ପ୍ରଦାନକାରୀ ସହରକୁ ଫେରିବାକୁ ଚାହୁଁଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jigyasa Mishra

ଜିଜ୍ଞାସା ମିଶ୍ର, ଉତ୍ତର ପ୍ରଦେଶ ଚିତ୍ରକୂଟର ଜଣେ ସ୍ଵାଧୀନ ସାମ୍ବାଦିକ । ସେ ମୁଖ୍ୟତଃ ଗ୍ରାମାଞ୍ଚଳ ପ୍ରସଙ୍ଗରେ, ଭାରତର ବିଭିନ୍ନ ଭାଗରେ ପ୍ରଚଳିତ କଳା ଓ ସଂସ୍କୃତି ଉପରେ ରିପୋର୍ଟ ଦିଅନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।