ଆମେ-ଆଉ-ସହରକୁ-ଫେରିବୁ-ନାହିଁ

Beed, Maharashtra

Sep 10, 2021

'ଆମେ ଆଉ ସହରକୁ ଫେରିବୁ ନାହିଁ '

ଗତ ବର୍ଷ ହଠାତ୍ ତାଲାବନ୍ଦ ପରେ ଘରକୁ ଫେରିବା ପାଇଁ ବାଧ୍ୟ ହୋଇଥିବା, ବିଡ୍ ଜିଲ୍ଲାର ପ୍ରବାସୀ ଶ୍ରମିକମାନେ କ୍ଷତି ଓ କଷଣ ମଧ୍ୟରେ ବଞ୍ଚିବା ପାଇଁ ଏବେ ମଧ୍ୟ ସଂର୍ଘଷ କରୁଛନ୍ତି। ଅନେକ ଅଳ୍ପ କାର୍ଯ୍ୟ ଏବଂ ସ୍ୱଳ୍ପ ବେତନରେ ଏଠାରେ ସ୍ଥାୟୀ ଭାବରେ ବସବାସ କରୁଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।