ଆପଣମାନେ-ସମଗ୍ର-ଦେଶକୁ-ଜାଗ୍ରତ-କରାଇଲେ

Raigarh, Maharashtra

Mar 18, 2021

‘ଆପଣମାନେ ସମଗ୍ର ଦେଶକୁ ଜାଗ୍ରତ କରାଇଲେ’

ଜଣେ ଉଚ୍ଚ ପ୍ରତିଷ୍ଠିତ ପୂର୍ବତନ ନୌସେନା ମୁଖ୍ୟ, ଯିଏ ନିଜେ ବହୁ ବର୍ଷ ହେଲା ଚାଷବାସ କରିଆସୁଛନ୍ତି, କୃଷି ଆଇନ ବିରୋଧରେ ଦିଲ୍ଲୀ ଓ ସାରା ଦେଶରେ ଆନ୍ଦୋଳନରତ କୃଷକମାନଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି

Want to republish this article? Please write to [email protected] with a cc to [email protected]

Author

Admiral Laxminarayan Ramdas

ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସ ନୌସେନାର ପୂର୍ବତନ ମୁଖ୍ୟ ଏବଂ ବୀର ଚକ୍ର ସମ୍ମାନ ବିଜେତା

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।