ଅସ୍ଥିତ୍ୱ-ପାଇଁ-ସଂଘର୍ଷ-ପରିବର୍ତ୍ତିତ-ଦୃଶ୍ୟପଟ୍ଟରେ-ତମାସା

Satara, Maharashtra

Jun 22, 2018

ଅସ୍ଥିତ୍ୱ ପାଇଁ ସଂଘର୍ଷ : ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ତମାସା

ଦର୍ଶକମାନଙ୍କର ରୁଚି, ଟେକ୍ନୋଲୋଜିରେ ପରିବର୍ତ୍ତନ, କମ୍ ସ୍ଥାନରେ ପ୍ରଦର୍ଶନ ଏବଂ ଅନ୍ୟ କାରଣ ତମାସା ଉପରେ ପ୍ରଭାବ ପକାଇଛି। ଏ ସଂପର୍କରେ ବର୍ଷିୟାନ୍ ତମାସା ମାଲିକମାନେ ମିଶ୍ରିତ ଅନୁଭବ ପ୍ରକାଶ କରନ୍ତି। ରତ୍ନଗିରି ଜିଲ୍ଳାର ରଘୁବୀର ଖେଡକର ତମାସାର ସ୍ଥିତି ବିପନ୍ନ ଥିବା କଥା ଅନୁଭବ କରୁଥିବାବେଳେ ସତାରା ଜିଲ୍ଲାର ମଙ୍ଗଳା ବାଂଶୋଡେ କିନ୍ତୁ ତାଙ୍କର କଳା ବଞ୍ଚିରହିବ ବୋଲି ନିଶ୍ଚିତ ଅଛନ୍ତି

Want to republish this article? Please write to [email protected] with a cc to [email protected]

Author

Shatakshi Gawade

ଶତାକ୍ଷୀ ଗାୱଡେ ପୁନେର ଜଣେ ସ୍ୱାଧୀନ ସାମ୍ବାଦିକ। ସେ ପରିବେଶ, ଅଧିକାର ଓ ସଂସ୍କୃତି ଉପରେ ଲେଖନ୍ତି।

Author

Vinaya Kurtkoti

ବିନୟା କୁର୍ତ୍ତକୋଟି ପୁନେର ଜଣେ କପି ଏଡିଟର ଏବଂ ମୁକ୍ତବୃତ୍ତି ସାମ୍ବାଦିକ। ସେ କଳା ଓ ସଂସ୍କୃତି ସଂପର୍କରେ ଲେଖିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।