ଅନ୍‌-ଲାଇନ୍‌ରେ-ପାଠପଢ଼ା-ଅଫ୍-ଲାଇନ୍‌ରେ-ଶ୍ରେଣୀ-ବିଭାଜନ

Mumbai Suburban, Maharashtra

Mar 30, 2021

ଅନ୍‌ ଲାଇନ୍‌ରେ ପାଠପଢ଼ା, ଅଫ୍ ଲାଇନ୍‌ରେ ଶ୍ରେଣୀ ବିଭାଜନ

ଉତ୍ତର ମୁମ୍ବାଇର ଅମ୍ବୁଜାୱାଡି ବସ୍ତିରେ ରହୁଥିବା ଛାତ୍ରଛାତ୍ରୀମାନେ ମାସ ମାସ ଧରି ଅନ୍‌ଲାଇନ କ୍ଲାସ ପାଇଁ ସଂଘର୍ଷ କରୁଛନ୍ତି, ଏଥିସହିତ ସେମାନେ ମଧ୍ୟ ସେମାନଙ୍କ ବାପା-ମାଆଙ୍କ ଆୟ ଲକ୍‌ଡାଉନ୍‌ ଯୋଗୁ କ୍ଷତିଗ୍ରସ୍ତ ହେବା ଏବଂ ଏହାର ପରିମାଣ ପରେ ସେମାନଙ୍କ ପରିବାରକୁ ସହଯୋଗ ଦେବା ପାଇଁ କାମ ମଧ୍ୟ କରୁଛନ୍ତି

Author

Jyoti

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।