sitarmakers-of-miraj-fading-notes-or

Sangli, Maharashtra

Mar 01, 2024

ମିରାଜର ସୀତାର ପ୍ରସ୍ତୁତକାରୀ: ହଜି ଯାଉଥିବା ସ୍ଵର

ମହାରାଷ୍ଟ୍ରର ମିରାଜ ଟାଉନରେ ରହୁଥିବା ପରିବାରଗୁଡ଼ିକ ସୀତାର ଓ ତାନପୁରା ଭଳି ତାରଯୁକ୍ତ ବାଦ୍ୟଯନ୍ତ୍ର ତିଆରି କରନ୍ତି। ଯୁବ ପିଢ଼ିର ସଦସ୍ୟମାନେ ବାଦ୍ୟଯନ୍ତ୍ର ତିଆରି ଛାଡ଼ି ବଜେଇବା ମଧ୍ୟ ଶିଖିଲେଣି

Want to republish this article? Please write to [email protected] with a cc to [email protected]

Student Reporter

Swara Garge

ସ୍ଵରା ଗାର୍ଗେ ୨୦୨୩ର ‘ପରୀ’ ଇଣ୍ଟର୍ଣ୍ଣ ଓ ପୁଣେସ୍ଥିତ ଏସଆଇଏମସିର ଶେଷ ବର୍ଷ ସ୍ନାତକୋତ୍ତର ଛାତ୍ରୀ। ସେ ଗ୍ରାମୀଣ ସମସ୍ୟା, ସଂସ୍କୃତି ଓ ଆର୍ଥିକ ସ୍ଥିତି ଆଦିରେ ଆଗ୍ରହ ରଖୁଥିବା ଜଣେ ଦୃଶ୍ୟକାରୀ କଥାକାର।

Student Reporter

Prakhar Dobhal

ପ୍ରଖର ଜଣେ ସ୍ୱାଧୀନ ସାମ୍ବାଦିକ ଏବଂ ଚଳଚ୍ଚିତ୍ର ନିର୍ମାତା ଯିଏ ଗ୍ରାମୀଣ ଭାରତକୁ ଡକ୍ୟୁମେଣ୍ଟ କରନ୍ତି। ତାଙ୍କର କାର୍ଯ୍ୟ ସାଂସ୍କୃତିକ ଐତିହ୍ୟ, ଦୈନନ୍ଦିନ ଜୀବନ ଏବଂ ଚ୍ୟାଲେଞ୍ଜ ଉପରେ କେନ୍ଦ୍ରିତ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।