labouring-for-bread-and-roses-too-or

May 01, 2024

ଭାତ ପାଇଁ ପରିଶ୍ରମ, ସ୍ନେହ ପାଇଁ ବି

ମେ ୧ ତାରିଖ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ, ଭାରତରେ ଶ୍ରମିକମାନଙ୍କ ସ୍ଥିତି ଉପରେ ଆଲୋକପାତ ପୂର୍ବକ ‘ପରୀ’ ଚାରିଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରୁଛି । ଗ୍ରାଫିକ୍‌ସ ଜରିଆରେ ଉପସ୍ଥାପିତ ଏହି ସବୁ ରିପୋର୍ଟରେ, ଶ୍ରମିକମାନେ କର୍ମକ୍ଷେତ୍ରରେ ସାମନା କରୁଥିବା ବିଷମ ସ୍ଥିତି ଏବଂ ସେମାନଙ୍କ ଐକ୍ୟବଦ୍ଧତା ଉପରେ ଆଲୋକପାତ କରାଯାଇଛି

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

PARI Library Team

ଲୋକଙ୍କ ଦୈନନ୍ଦିନ ଜୀବନ ସଂପର୍କିତ ଏକ ଉପାଦେୟ ସମ୍ବଳ ସଂଗ୍ରହାଗାର ସ୍ଥାପନ ଦିଗରେ PARI ଲାଇବ୍ରେରୀ ଟିମ୍‌ର ସଦସ୍ୟ ଦୀପାଞ୍ଜଳି ସିଂହ, ସ୍ୱଦେଶା ଶର୍ମା ଏବଂ ସିଦ୍ଧିତା ସୋନାବାନେ ଆବଶ୍ୟକ ନଥିପତ୍ର ପ୍ରସ୍ତୁତି ଦିଗରେ ଉଦ୍ୟମରତ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।