a-neglected-village-boycotts-elections-or

Amravati, Maharashtra

Apr 26, 2024

ଭୋଟ୍‌ ବର୍ଜନ କଲା ଏକ ଅବହେଳିତ ଗାଁ

ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ଖଡ଼ିମାଲ ଗାଁ ପାଣି ଓ ବିଦ୍ୟୁତ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ଗାଁ ଲୋକମାନେ କୁହନ୍ତି ଯେ ରାଜନେତାମାନେ ପ୍ରତି ପାଞ୍ଚ ବର୍ଷରେ ଥରେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ତା’ପରେ ଅଦୃଶ୍ୟ ହୋଇଯାଆନ୍ତି । ଏହି କାରଣରୁ ସେମାନେ ସାଧାରଣ ନିର୍ବାଚନ ୨୦୨୪ରେ ମିଳିତ ଭାବେ ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି

Want to republish this article? Please write to [email protected] with a cc to [email protected]

Student Reporter

Swara Garge

ସ୍ଵରା ଗାର୍ଗେ ୨୦୨୩ର ‘ପରୀ’ ଇଣ୍ଟର୍ଣ୍ଣ ଓ ପୁଣେସ୍ଥିତ ଏସଆଇଏମସିର ଶେଷ ବର୍ଷ ସ୍ନାତକୋତ୍ତର ଛାତ୍ରୀ। ସେ ଗ୍ରାମୀଣ ସମସ୍ୟା, ସଂସ୍କୃତି ଓ ଆର୍ଥିକ ସ୍ଥିତି ଆଦିରେ ଆଗ୍ରହ ରଖୁଥିବା ଜଣେ ଦୃଶ୍ୟକାରୀ କଥାକାର।

Student Reporter

Prakhar Dobhal

ପ୍ରଖର ଜଣେ ସ୍ୱାଧୀନ ସାମ୍ବାଦିକ ଏବଂ ଚଳଚ୍ଚିତ୍ର ନିର୍ମାତା ଯିଏ ଗ୍ରାମୀଣ ଭାରତକୁ ଡକ୍ୟୁମେଣ୍ଟ କରନ୍ତି। ତାଙ୍କର କାର୍ଯ୍ୟ ସାଂସ୍କୃତିକ ଐତିହ୍ୟ, ଦୈନନ୍ଦିନ ଜୀବନ ଏବଂ ଚ୍ୟାଲେଞ୍ଜ ଉପରେ କେନ୍ଦ୍ରିତ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।