ସେ-ଚିଡ଼ଚିଡ଼ା-ହୋଇଯାଇଥିଲା-ଆମ-ଉପରେ-ହଠାତ୍-ରାଗି-ଯାଉଥିଲା

Beed, Maharashtra

Oct 24, 2021

‘ସେ ଚିଡ଼ଚିଡ଼ା ହୋଇଯାଇଥିଲା, ଆମ ଉପରେ ହଠାତ୍ ରାଗି ଯାଉଥିଲା’

କୋଭିଡ-୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜୀବନଜୀବିକା ସଙ୍କଟ ବୀଡ଼ ଜିଲ୍ଲାରେ କୃଷ୍ଣ ଗାଓଡ଼େଙ୍କ ଭଳି କିଶୋର ଓ ଶିଶୁମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଅବସାଦ ଏବଂ ମାନସିକ ଚାପର ସମ୍ମୁଖିନ ହୋଇ ସେମାନେ ନିଜ ମାନସିକ ସ୍ୱାସ୍ଥ୍ୟକୁ ନେଇ ଏକାକୀ ସଂଘର୍ଷ କରୁଥିଲେ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।