ଶ୍ରମ-ଦିବସରେ-ତାଲା-ବନ୍ଦ-କାମ-ନାହିଁ-ମଜୁରୀ-ନାହିଁ

Bangalore, Karnataka

Jun 02, 2020

ଶ୍ରମ ଦିବସରେ ତାଲା ବନ୍ଦ: କାମ ନାହିଁ, ମଜୁରୀ ନାହିଁ

ଏକ ନୂତନ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଯେଉଁଥିରେ ବେଙ୍ଗାଲୁରୁର ମେଟ୍ରୋ ରେଳ ପ୍ରକଳ୍ପର ମୁଖ୍ୟ ଅଂଶ ହୋଇଥିବା ପ୍ରବାସୀ ଶ୍ରମିକମାନଙ୍କର କୋଭିଡ୍ -୧୯ ଲକ୍‌ଡାଉନ୍ ସମୟର ପରିସ୍ଥିତିକୁ ବର୍ଣ୍ଣନା କରୁଛି

Want to republish this article? Please write to [email protected] with a cc to [email protected]

Author

Yashashwini & Ekta

Yashaswini Raghunandan is a 2017 PARI fellow and a filmmaker based in Bengaluru. Ekta is a filmmaker and co-founder of Maraa, a media and arts collective in Bengaluru.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।