ଶୁଷ୍କ-ମରାଠାୱାଡାରୁ-ଜଳ-ଶୋଷୁଛି-ଆଖୁ

Beed, Maharashtra

Aug 08, 2018

ଶୁଷ୍କ ମରାଠାୱାଡାରୁ ଜଳ ଶୋଷୁଛି ଆଖୁ

କୃଷି ଆୟ ହ୍ରାସ ଯୋଗୁଁ ମରାଠାୱାଡାର ଅନେକ କୃଷକ ଏବେ ଆଖୁ କ୍ଷେତଗୁଡ଼ିକରେ ଶ୍ରମିକ ଭାବରେ କାମ କରୁଛନ୍ତି। ସ୍ୱାସ୍ଥ୍ୟ ପ୍ରତି ବିପଦ, କମ୍ ମଜୁରୀ ଓ ପିଲାଙ୍କ ପାଠପଢ଼ାରେ ଅସୁବିଧା, ଏସବୁ ଭିତରେ ଦୀର୍ଘ ପାଞ୍ଚମାସ ସେମାନଙ୍କୁ ଦିନରେ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିବାକୁ ହୋଇଥାଏ।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।