ଲୀଲାବତୀଙ୍କ-ଅସରନ୍ତି-କାମର-ଧାରା

Pune, Maharashtra

Feb 13, 2019

ଲୀଲାବତୀଙ୍କ ଅସରନ୍ତି କାମର ଧାରା

ଗୋଟିଏ ଅଙ୍ଗନବାଡ଼ିରେ କାମ, ଘରର କାମ, ପାଣି ଆଣିବା, ଜାଳେଣି କାଠ ସଂଗ୍ରହ କରିବା, ଚାଷ କାମ, ଫଳ ତୋଳିବା- ଏବଂ ଆହୁରି ଅନେକ। ଫାଲୋଦ ଗାଁର ଲୀଲାବାଈ ମେମନ୍‌ କର୍ମଜୀବୀ ମହିଳା ଏବଂ ବହୁମୁଖି କର୍ମଜୀବୀ ଶବ୍ଦର ଅର୍ଥ ନୂଆ ଭାବରେ ବୁଝାଇ ଦେଇଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Minaj Latkar

ମୀନାଜ ଲଟକର ହେଉଛନ୍ତି ଜଣେ ସ୍ଵାଧୀନ ସାମ୍ବାଦିକ। ସେ ସାବିତ୍ରୀଦେବୀ ଫୁଲେ ବିଶ୍ଵବିଦ୍ୟାଳୟରେ ଲିଙ୍ଗ ସମ୍ପର୍କିତ ଅଧ୍ୟୟନରେ ଏମଏ କରୁଛନ୍ତି। ଏହି ଲେଖାଟି ପରିରେ ତାଙ୍କର ତାଲିମର ଏକ ଅଂଶ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।