ଲକ୍‌ଡାଉନ୍‌‌-‌ସମୟରେ‌-‌ଏ‌-‌ଦେଶ‌-‌ବୁଢ଼ା‌-‌ଲୋକଙ୍କର‌-‌ନୁହେଁ

Kolhapur, Maharashtra

Jun 17, 2020

ଲକ୍‌ଡାଉନ୍‌‌ ‌ସମୟରେ,‌ ‌ଏ‌ ‌ଦେଶ‌ ‌ବୁଢ଼ା‌ ‌ଲୋକଙ୍କର‌ ‌ନୁହେଁ

କର୍ଣ୍ଣାଟକର‌ ‌ବେଲଗାଭି‌ ‌ଏବଂ‌ ‌ମହାରାଷ୍ଟ୍ରର‌ ‌କୋହ୍ଲାପୁରରେ‌ ‌ରହନ୍ତି‌ ‌ଜଣେ‌ ‌ମେକାନିକ୍‌,‌ ‌ଜଣେ‌ ‌ବୁଣାକାର‌ ‌ଏବଂ‌ ‌ଜଣେ‌ ‌ଦଉଡ଼ି‌ ‌ବୁଣାଳି‌ ‌-‌ ‌ଜଣେ‌ ‌ମୁସଲମାନ,‌ ‌ଜଣେ‌ ‌ଆଦିବାସୀ‌ ‌ଏବଂ‌ ‌ଜଣେ‌ ‌ଦଳିତ-‌ ‌ସମସ୍ତେ‌ ‌ଅତି‌ ‌ନିପୁଣ‌ ‌କାରିଗର‌ ‌।‌ ‌ସମସ୍ତେ‌ ‌ବୟସ୍କ‌ ‌ଏବଂ‌ ‌ଲକ୍‌ଡାଉନ୍‌‌ ‌ସମୟରେ‌ ‌କାହାରି‌ ‌ପାଖରେ‌ ‌କାମ‌ ‌ନାହିଁ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।