ଯେବେ-ଏକ-ଭିନ୍ନ-ଭୂମିକା-ନିର୍ବାହ-କରନ୍ତି-କାଜୋଲ-ଓ-ରାନୀ

Mumbai Suburban, Maharashtra

Jan 27, 2020

ଯେବେ ଏକ ଭିନ୍ନ ଭୂମିକା ନିର୍ବାହ କରନ୍ତି କାଜୋଲ ଓ ରାନୀ

ଉତ୍ତର ମୁମ୍ବାଇର ମଲାଡରେ ରହୁଥିବା ଯାଦବ ପରିବାର ନ’ଟି ଗଧ ପାଳିଛନ୍ତି । ଦିନ ଥିଲା, ସେମାନେ ବିଭିନ୍ନ ନିର୍ମାଣସ୍ଥଳୀରେ କାମରେ ଲାଗୁଥିଲେ । ଆଜିକାଲି, କେବେ କେମିତି ଫିଲ୍ମ ଶୁଟିଂକୁ ବାଦ୍‌ ଦେଲେ, ଗଧମାନଙ୍କର କ୍ଷୀର ହିଁ ସେମାନଙ୍କ ପାଇଁ ଗ୍ରାହକ ଆଣେ, ଆଉ ରୋଜଗାର ବି

Author

Aakanksha

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Aakanksha

ଆକାଂକ୍ଷା (କେବଳ ନିଜର ପ୍ରଥମ ନାମ ବ୍ୟବହାର କରିବାକୁ ସେ ପସନ୍ଦ କରନ୍ତି) PARIର ଜଣେ ସମ୍ବାଦଦାତା ଏବଂ ବିଷୟବସ୍ତୁ ସଂପାଦକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ