ଯେଉଁମାନଙ୍କ-ପାଇଁ-ଘଣ୍ଟି-ବାଜେ-ନାହିଁ

Satara, Maharashtra

Apr 16, 2019

ଯେଉଁମାନଙ୍କ ପାଇଁ ଘଣ୍ଟି ବାଜେ ନାହିଁ

ସତାରା ଜିଲ୍ଲାର ମହସ୍ୱଡ଼ ସହରର ସାପ୍ତାହିକ ବଜାରରେ, ଗୃହପାଳିତ ପଶୁଙ୍କ ପାଇଁ ଛୋଟ ଛୋଟ ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଗ୍ରାହକଙ୍କୁ ଅପେକ୍ଷା କରନ୍ତି ବାପୁ ଖନ୍ଦାରେ । କିନ୍ତୁ ରାଜ୍ୟରେ ମରୁଡ଼ି ସମସ୍ୟା ବଢ଼ି ଚାଲିଥିବାରୁ ତାଙ୍କ କାରବାବ ବି ମାନ୍ଦା ପଡ଼ିଯାଇଛି ।

Want to republish this article? Please write to [email protected] with a cc to [email protected]

Author

Medha Kale

ମେଧା କାଲେ ତୁଲଜାପୁରର ବାସିନ୍ଦା ଏବଂ ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ମରାଠୀ ଅନୁବାଦ ସମ୍ପାଦିକା। ସେ ମହିଳା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Photographs

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ