ଯେଉଁଠି-ଏଲମା-ସେଲମା-ପାଲଟନ୍ତି

West Godavari, Andhra Pradesh

Jun 27, 2018

ଯେଉଁଠି ଏଲମା ସେଲମା ପାଲଟନ୍ତି

ଛତିଶଗଡରୁ ଯେଉଁ ଆଦିବାସୀମାନେ ଦୀର୍ଘ ସମୟ ପୂର୍ବରୁ କୃଷି ଶ୍ରମିକ ଭାବେ ଆନ୍ଧ୍ର ପ୍ରଦେଶକୁ ସ୍ଥାନାନ୍ତରିତ ହୋଇଥିଲେ ବା ଯେଉଁମାନେ ସୀମାବର୍ତ୍ତୀ ନକ୍ସଲ ବାଦ ଯୋଗୁଁ ପ୍ରଭାବିତ ହୋଇଥିଲେ, ସେମାନେ ଫେରିବା ଆରମ୍ଭ କରିଛନ୍ତି। କିନ୍ତୁ ଅନେକ ସେମାନଙ୍କର ନୂଆ ଘରେ ରହିଛନ୍ତି ଯେଉଁଠି ସେମାନେ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ନ ଥିବା ଏବଂ ସରକାରୀ ଭାବେ ସେମାନଙ୍କ ନାଁ ଭୁଲ ରେକର୍ଡ ଭୁକ୍ତ ହୋଇଥିବା ସତ୍ତ୍ୱେ ସେଠାରେ ରହିବାକୁ ନିରାପଦ ମଣୁଛନ୍ତି।

Want to republish this article? Please write to [email protected] with a cc to [email protected]

Author

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।