ମୁମ୍ବାଇରେ-ଡ୍ରାଇଭରଙ୍କ-ଜୀବନଜୀବିକା-ଉଜାଡ଼ି-ଦେଇଛି-ଟ୍ୟାକ୍ସି-ନିଲାମୀ

Mumbai, Maharashtra

Oct 13, 2021

ମୁମ୍ବାଇରେ ଡ୍ରାଇଭରଙ୍କ ଜୀବନଜୀବିକା ଉଜାଡ଼ି ଦେଇଛି ଟ୍ୟାକ୍ସି ନିଲାମୀ

ଜୁନ୍ ମାସରେ ମୁମ୍ବାଇ ବିମାନ ବନ୍ଦର ପ୍ରାଧିକରଣ ୪୦ରୁ ଅଧିକ ଟ୍ୟାକ୍ସି ନିଲାମ କରି ଦେଇଥିଲେ। ଲକଡାଉନ ସମୟରେ ଯାତ୍ରୀଙ୍କ ବିନା ଏସବୁ ଟ୍ୟାକ୍ସି ବେକାର ହୋଇ ଛିଡ଼ା ହୋଇ ରହିଥିଲା। କିନ୍ତୁ ଅନେକ ଡ୍ରାଇଭର ସେମାନଙ୍କ ଗାଁରେ ଥିଲେ, ଏହି କାର୍ଯ୍ୟାନୁଷ୍ଠାନ ସେମାନଙ୍କ ଜୀବନଜୀବିକା ଉଜାଡ଼ି ଦେଇଛି

Author

Aayna

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Aayna

ଆୟନା ହେଉଛନ୍ତି ‘ପରୀ’ ସହ କାମ କରୁଥିବା ଜଣେ ଦୃଶ୍ୟାତ୍ମକ କାହାଣୀକାର ଓ ଫଟୋଗ୍ରାଫର।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।