ମୁଁ-ମୋ-ଟ୍ରାକ୍‌ଟର-ଚଲେଇ-ଦିଲ୍ଲୀ-ଯିବି

Sonipat, Haryana

Mar 12, 2021

‘ମୁଁ ମୋ ଟ୍ରାକ୍‌ଟର ଚଲେଇ ଦିଲ୍ଲୀ ଯିବି’

ହରିୟାଣାର କନ୍ଦରୌଲି ଗାଁର ଜଣେ ଯୁବ କୃଷକ ଚିକୁ ଢାଣ୍ଡା, କୃଷକ ଆନ୍ଦୋଳନରେ ଭାଗ ନେବା ପାଇଁ ନିଜ ଟ୍ରାକ୍‌ଟର ଚଲାଇ ପାଞ୍ଚ ଥର ସିଂଘୁ ଗଲେଣି । ଏବେ ପୁଣି ସେ ଜାନୁଆରୀ ୨୬ ଟ୍ରାକ୍‌ଟର ରାଲିରେ ଯୋଗ ଦେବା ପାଇଁ ଯାଉଛନ୍ତି

Author

Gagandeep

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Gagandeep

ଗଗନଦୀପ (ସେ କେବଳ ନିଜର ପ୍ରଥମ ନାଁ ବ୍ୟବହାର କରିବାକୁ ପସନ୍ଦ କରନ୍ତି) ହରିଆଣାସ୍ଥିତ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ଆଇନ ଛାତ୍ର ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।