ମାଛ-ବନ୍ଧୁତା-ଓ-ସାହସୀ-ଭାବନାର-ପ୍ରତୀକ-କୋଲି-ମହିଳାମାନେ

Mumbai, Maharashtra

Sep 18, 2021

ମାଛ, ବନ୍ଧୁତା ଓ ସାହସୀ ଭାବନାର ପ୍ରତୀକ କୋଲି ମହିଳାମାନେ

ଲକ୍‌ଡାଉନ ଜନିତ କ୍ଷତି, ଗମ୍ଭୀର ଅସ୍ତ୍ରୋପଚାର, ସ୍ୱାମୀମାନଙ୍କର ବେରୋଜଗାରୀ ଏବଂ ଅନ୍ୟାନ୍ୟ ସମସ୍ୟା ମୁମ୍ବାଇର କୋଲାବା ମାର୍କେଟରେ ମାଛ ବିକ୍ରି କରୁଥିବା ବନ୍ଦନା କୋଲି ଏବଂ ଗାୟତ୍ରୀ ପାଟିଲଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି। ଦୁହେଁ କିନ୍ତୁ ସେମାନଙ୍କ ଦୀର୍ଘ ଦଶନ୍ଧିର ନିବିଡ଼ ବନ୍ଧୁତାରେ ଆଶ୍ଵସ୍ତି ପାଇଥାନ୍ତି

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।