ମରାଠୱାଡାରେ-ସେ-ପ୍ରାଣ-ହରାଇବେ-ବୋଲି-ମୁଁ-ଭାବି-ନଥିଲି

Beed, Maharashtra

Jul 01, 2021

ମରାଠୱାଡାରେ : ‘ସେ ପ୍ରାଣ ହରାଇବେ ବୋଲି ମୁଁ ଭାବି ନଥିଲି’

ପ୍ରଭାକର ସୁରୱସେ ଓ ଶିବାଜୀ କାଟେଙ୍କ ପରିଜନମାନଙ୍କ କହିବା କଥା ହେଉଛି ସୀମିତ ସ୍ୱାସ୍ଥ୍ୟ ସମ୍ବଳ ଥିବା ଜିଲ୍ଲା-ବିଡ଼ ଓ ଓସମାନାବାଦର କୋଭିଡ ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ଯୋଗାଣର ଅଭାବ କାରଣରୁ ଏ ଦୁହିଁଙ୍କର ଅଚାନକ ମୃତ୍ୟୁ ଘଟିଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।