ଭୋଟ-ଦେବାକୁ-ହେବ-ଦିଲ୍ଲୀ-ଯିବାକୁ-ହେବ

New Delhi, Delhi

Dec 19, 2018

ଭୋଟ ଦେବାକୁ ହେବ, ଦିଲ୍ଲୀ ଯିବାକୁ ହେବ

ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ମତଦାନ କରିବା ପରେ ବହୁ କୃଷକ ରାଜଧାନୀରେ ପଦଯାତ୍ରା ପାଇଁ ଟ୍ରେନ୍ ଧରିଲେ । ସେମାନେ କହିଲେ, ‘କେହି ଆମକୁ ମଧ୍ୟପ୍ରଦେଶରେ ଗୁରୁତ୍ୱ ଦେଉ ନାହାନ୍ତିଁ, ତେଣୁ ଆମେ ଭାବିଲୁ ଆମେ ନିଜ କଥା ଦିଲ୍ଲୀରେ ଶୁଣାଇବୁ ।’

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।